2021 ରେ Bollywood ଓ South ଇଣ୍ଡଷ୍ଟ୍ରିର ଏହି ସବୁ ଷ୍ଟାରଙ୍କର ହୋଇଛି ଡିଭୋର୍ସ, 3 ନମ୍ବର ଷ୍ଟାରଙ୍କ ନାମରେ ଆସିଥିଲା ଘରୋଇ ହିଂସାର ଅଭିଯୋଗ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ରେ ପ୍ରେମ ଏବଂ ବିବାହ ଯେତେ ଶୀଘ୍ର ହୁଏ ସେତେ ଶୀଘ୍ର ଛାଡ଼ପତ୍ର ମଧ୍ୟ ହୋଇଥାଏ । ତେବେ ଏହା ବଲିଉଡ ପାଇଁ ସାଧାରଣ କଥା ହୋଇଗଲାଣି । କାରଣ କେହି ନା କେହି ବର୍ତ୍ତମାନ ବିବାହ କରୁଛନ୍ତି ଏବଂ କିଛି ବର୍ଷ ପରେ ଛାଡପତ୍ର ହୋଇ ଯାଉଛି । ତେବେ କୁହାଯାଏ କି ବିବାହର ପବିତ୍ର ବନ୍ଧନ ପ୍ରେମ, ଭରସା ଓ ବୁଝାମଣା ଉପରେ ନିର୍ଭର କରେ । ଯଦି ଏଥିରୁ କୌଣସି ଗୋଟିଏ ବି କମ୍‌ ହୋଇଯାଏ ତବେ ବର୍ଷ ବର୍ଷର ସମ୍ପର୍କ ଭାଙ୍ଗିଯାଏ ।

ଏମିତି କିଛି ହୋଇଛି ଟିଭିରେ ସାଜିଥିବା ଏହି ଦମ୍ପତିଙ୍କ ସହ । କହିବାକୁ ଗଲେ ଏହି ଦମ୍ପତିମାନେ ଲଭ୍‌ ମ୍ୟାରେଜ୍‌ ତ କରିଛନ୍ତି । ହେଲେ ସେମାନଙ୍କ ବିବାହକୁ ଏମିତି କିଛି କାରଣରୁ ବାନ୍ଧି ରଖିପାରି ନାହାଁନ୍ତି । ଫଳରେ ଲଭ୍‌ ମ୍ୟାରେଜ୍‌ ସତ୍ତ୍ୱେ ସେମାନେ ସବୁ ଦିନ ପାଇଁ ଅଲଗା ହୋଇଯାଇଛନ୍ତି । ତେବେ ଆସନ୍ତୁ ଜାଣିନେବା କି ଏହି ବର୍ଷ ଅର୍ଥାତ ୨୦୨୧ ମସିହାରେ କେଉଁ କେଉଁ କଳାକାର ମାନେ ଛାଡପତ୍ର ନେଇଛନ୍ତି ।

୧- ପ୍ରଥମ ରେ ହେଉଛି କିରଣ ଏବଂ ଆମୀର ଖାନ । ତେବେ ବଲିଉଡ ର ଲୋକପ୍ରିୟ ଅଭିନେତା ଏବଂ ପରଫେକ୍ସନ କୁହା ଯାଉଥିବା ଆମୀର କିଛିଦିନ ପୂର୍ବରୁ ହିଁ ନିଜର ଦ୍ଵିତୀୟ ସ୍ତ୍ରୀ କିରଣ ଙ୍କୁ ଛାଡପତ୍ର ଦେଇଛନ୍ତି । ତେବେ ଛାଡପତ୍ର ର କାରଣ ଆମୀର ଙ୍କ ଅଲଗା ଝିଅ ମାନଙ୍କ ସହ ପ୍ରେମ ସମ୍ପର୍କ ରଖିବା । ତେବେ ଏହି ଛାଡ଼ପତ୍ର ବଲିଉଡ ର ଖୁବ ଚର୍ଚ୍ଚିତ ଛାଡପତ୍ର ବିଷୟ ଥିଲା ।


୨- ଦ୍ଵିତୀୟ ରେ ହେଉଛନ୍ତି ହନୀ ସିଂହ ଏବଂ ସାଲିନି । ତେବେ ଏହି ୨୦୨୧ ରେ ଏହି ଖବର ମଧ୍ୟ ଖୁବ ଚର୍ଚ୍ଚା ର ପାତ୍ର ଥିଲା ଯେତେବେଳେ ରାପର ଏବଂ ସିଙ୍ଗର ହନୀ ସିଂହ ଙ୍କ ନାମ ରେ ତାଙ୍କ ପତ୍ନୀ ସାଲିନି ଘରୋଇ ହିଂସା ର ଅଭିଯୋଗ ଆଣିଥିଲେ । ଏହା ପରେ ଦୁହେଁ ଛାଡପତ୍ର ମଧ୍ୟ ନେଇ ଯାଇଥିଲେ । ଏହା ସହ ଆଲୁମିନି ବାବଦ କୁ ପ୍ରତି ମାସ ପାଞ୍ଚ ଲକ୍ଷ ଟଙ୍କା ଦାବି କରିଥିଲେ ।


୩- ତୃତୀୟ ଯୋଡି ହେଉଛି କରନ ମେହେରା ଏବଂ ନିଶା ରାୱାଲ । ତେବେ ଟିଭି ଜଗତର ୟେ ରିସ୍ତା କ୍ୟା କହଲାତା ରେ ନୈତିକ ଭୁମିକା ରେ ଅଭିନୟ କରିଥିବା କରନ ମେହେରା ଏବଂ ନିଶଙ୍କ ଛାଡ଼ପତ୍ର ବିଷୟ ମଧ୍ୟ ବେଶ ଚର୍ଚ୍ଚା ରେ ଥିଲା । ତେବେ କରନ ଙ୍କ ନାମ ର୍ର ନିଶଆ ଘରୋଇ ହିନ ସା ର ଅଭିଯୋଗ ଆଣିଥିଲେ ଏବଂ କରନ ତାଙ୍କୁ ମଆର ପଇଟ କରନ୍ତି ବୋଲି ସେ କହିଥିଲେ । ତେବେ ଏହାକୁ ମିଥ୍ୟା ଅଭିଯୋଗ ବୋଲି କରନ କହିଥିଲେ । ତେବେ ଏହା ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇ ଯାଇଥିଲା ଏବଂ ଦୁହେଁ ଅଲଗା ହୋଇଗଲେ ।


୪- ଚତୁର୍ଥ ଯୋଡି ହେଉଛି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଯୋନସ୍ । ତେବେ ବର୍ତ୍ତମାନ ଖୁବ ଚର୍ଚ୍ଚା ର ବିଷୟ ହୋଇ ଯାଇଛି ତେବେ ସୂଚନାଯୋଗ୍ୟ ଯେ ଖୁବ ଶୀଘ୍ର ପ୍ରିୟଙ୍କା ଏବଂ ନିକ ଙ୍କ ଛାଡ଼ପତ୍ର ହେବ ବୋଲି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ତେବେ ଏହା କେତେ ସତ କେତେ ମିଛ ତାହା ଜଣା ନାହିଁ । ତେବେ ଯଦି ଏହା ସତ ହୁଏ ତେବେ ୨୦୨୧ ର ସବୁଠାରୁ ମହଙ୍ଗା ଛାଡ଼ପତ୍ର ହେବ ।


୫- ପଞ୍ଚମ ଯୋଡି ହେଉଛି ନାଗ ଚୈତନ୍ୟ ଏବଂ ସାମନ୍ଥା । ତେବେ ସାଉଥ ଜଗତର ଏହି ଯୋଡି ହେଉଛି ସୁପରହିଟ । ତେବେ ଲୋକମାନେ ଏହି ଯୋଡି କୁ ଖୁବ ଭଲ ପାଇବା ଦିଅନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ଏହା ସହ ଏହି ଦୁଇ ଜଣ ନିଜ ନିଜ ଅଭିନୟ ରେ ଲୋକ ପ୍ରସିଦ୍ଧି ହାସଲ ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ଏହି ଦୁଇଜଣ ମଧ୍ୟ ଛାଡ଼ପତ୍ର ନେଇ ସାରିଛନ୍ତି ତେବେ ଏହାର କାରଣ ହେଉଛି ନାଗ ଚୈତନ୍ୟ ଙ୍କ ପରିବାର ରେ ସାମନ୍ଥା ଙ୍କ ଅଭିନୟ କରିବା ପସନ୍ଦ ହେଲା ନାହିଁ ଏବଂ କାମ କରିବାକୁ ମନା କରି ଦେଇଥିଲେ ।

ତେଣୁ ସାମନ୍ଥା ଛାଡ଼ପତ୍ର ନେଇ ନିଜର ଅଲଗା ଜୀଵନ ବିତେଇବାକୁ ଚାହୁଁଛନ୍ତି । ତେବେ ଏହି ଛାଡ଼ପତ୍ର ଫ୍ୟାନ୍ସ ମାନଙ୍କ ପାଇଁ ବହୁତ ଦୁଃଖ ଦାୟକ ଥିଲା । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *