102 ଜଣ ଯବାନଙ୍କୁ ମାରିଲାଣି ଗୋଟିଏ ମାଓବାଦୀ ! ସେନା ମାନଙ୍କ ପାଇଁ ପାଲଟିଛି ବିପଦ…

102 ଜଣଙ୍କୁ ମାରିଲାଣି ଗୋଟିଏ ମାଓବାଦୀ ! ଖବର ଅନୁଯାଇ ଜଙ୍ଗଲ ଭିତରେ ପୋଲିସ ଏବଂ ସେନା ମାନଙ୍କର କାଳ ପାଲଟିଛି । ପାଦେ ପାଦେରେ ସେନା ମାନଙ୍କ ପାଇଁ ବିପଦ ସାଜିଛି । ଯେଉଁ କାରଣରୁ ଗୋଟିଏ ପରେ ଗୋଟିଏ ଯବାନ ମାନଙ୍କର ଜୀବନ ମଧ୍ୟ ଚାଲି ଯାଉଛି । ତେବେ କିନ୍ତୁ ଜଣେ ମାଓବାଦୀ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇବାକୁ ଯାଇ ଷଡଯନ୍ତ୍ର ରଚିବାରେ ଲାଗିପଡିଛି । ହେଲେ ଏବେ ପର୍ଯ୍ୟନ୍ତ ସେନା ଠାରୁ ପୋଲିସ କେହି ମଧ୍ୟ ତାକୁ ଧରି ପାରୁନାହାନ୍ତି ।

ଏହି ମାଓବାଦୀ ଜଣଙ୍କ ଜଣେ କି 2 ଜଣଙ୍କର ନୁହେଁ । ବଂର ଜଣ ଜଣ କରି 102 ଜଣଙ୍କର ଯିବାନ ନେଇଯାଇଛି । ତେବେ ଏହି ମାଓବାଦୀ ଜଣଙ୍କ ହେଉଛନ୍ତି ମାଓନେତା ହିଡିମା । ତେବେ ଏହି ମାଓବାଦୀ ଜଣଙ୍କ ଜଙ୍ଗଲକୁ ନିଜର ସାଥି କରି ଯବାନ ମାନଙ୍କର ଜୀବନ ନେଇଚାଲିଛି । ବିଝାପୁର ମାଓ ଆକ୍ରମଣ ପଛରେ ଏ ହେଉଛି ଦୃଦାନ୍ତ ମାଓ ନେତା ହିଡିମା । ପୂର୍ବରୁ ମଧ୍ୟ ସେ ଅନେକ ବଡ ବଡ ଘଟଣାରେ ସାମିଲ ଥିଲା ।

ତେବେ ଗତ ମଙ୍ଗଳବାର ଦିନ ମାଲକାନାଗିରି ସୀମାନ୍ତ ଛତିଶଗଡ ରାଜ୍ୟର ବିଝାପୁର ଜିଲ୍ଲାରେ ହୋଇଥିଲା ମାଓ ଆକ୍ରମଣରେ 3 ଜଣ ସିଆରପିଏଫ ଯବାନ ମାନଙ୍କର ଜୀବନ ନେଇଯାଇଛି । ଏହି ମାଓନେତା ହିଡିମା 400 ଜଣ ମାଓବାଦୀ ସେନା ଙ୍କୁ ସାଥିରେ ନେଇ କେକେଲଗୁଡା ଅଞ୍ଚଳରେ ଯବାନ ମାନଙ୍କର ଜୀବନ ନେବାକୁ ଉଦ୍ୟମ କରିଥିଲା । ତାପରେ ସିଆରପିଏଫ ଯବାନ ମାନଙ୍କ ଉପରେ ଗୁଳିର ବର୍ଷା କରିଥିଲେ ।

ତାପରେ କେହି କିଛି ବୁଝିବା ଆଗରୁ 3 ଜଣ ଯବାନଙ୍କର ଜୀବନ ଚାଲିଯାଇଥିଲା । ଏଥିସହ ସେଥିପାଇଁ 14 ଜଣ ଯବାନ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲେ । ହେଲେ ଏତେ ସବୁ ହେଲା ପରେ ମଧ୍ୟ ମୂଳ ଆସାମୀକୁ ଧରିବାରେ ଯବାନ ମାନେ ଅସମର୍ଥ ହୋଇଛନ୍ତି । ହେଲେ ସେ ଜଙ୍ଗଲରେ ଲୁଚି ଯବାନ ମାନଙ୍କୁ କ୍ଷତି ପହଞ୍ଚାଇବାରେ ଲାଗିଛି ।

ମାଓନେତା ହିଡିମାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଧରାଯାଇ ପାରିନାହିଁ । ହେଲେ ଏହି ଭୟଙ୍କର ମାଓବାଦୀ ଜଣଙ୍କ ଗୋଟେ ପରେ ଗୋଟେ ଯବାନ ମାନଙ୍କୁ ମାରିବାରେ ଲାଗିପଡିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *